ସ୍କ୍ରବ ଟାଇଫସରେ ଚାଲିଗଲା ଦୁଇ ଜୀବନ, ୧୫୦୦ ରୋଗୀ ଚିହ୍ନଟ

ସୁନ୍ଦରଗଡ ଜିଲ୍ଲାରେ ମାତିଛି ସ୍କ୍ରବ୍ ଟାଇଫସ। ସ୍କ୍ରବ୍ ଟାଇଫସରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦୦ ରୋଗୀ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ୭ ହଜାର ୫ ଶହ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୧୫୦୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୃତକ ଦୁଇଜଣଙ୍କ ମଧ୍ୟରୁ ଜଣେ ବଡ଼ଗାଁ ଅଞ୍ଚଳ ଓ ଜଣେ ରାଉରକେଲାର ବୋଲି ଜଣାପଡିଛି। ସେପଟେ ସ୍ଥିତି ଆୟତ୍ତରେ ରହିଛି ଓ ଜିଲ୍ଲାର ୧୭ଟି ବ୍ଲକରେ ଲୋକଙ୍କୁ ସଚେତନ କରାଯିବା ସହ ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ ରକ୍ତ ନମୁନା ପରୀକ୍ଷା କରାଯାଉଛି ଏବଂ ସ୍କ୍ରବ୍ ଟାଇଫସ ରୋଗ ପାଇଁ ୧୭ଟି ବ୍ଲକର ସ୍ବାସ୍ଥ୍ୟ କେନ୍ଦ୍ରରେ ମେଡିସିନ ମହଜୁଦ ରହିଛି ବୋଲି କହିଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ।

scrub typhus
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+