କାଲିଠୁ ୨ ଦିନିଆ ପୋଲିସ ଅଧିକାରୀ ସମ୍ମିଳନୀ, ଯୋଗ ଦେବେ ମୁଖ୍ୟମନ୍ତ୍ରୀ
ଆସନ୍ତାକାଲିଠୁ ୨ ଦିନିଆ ପୋଲିସ ଅଧିକାରୀ ସମ୍ମିଳନୀ । ସକାଳ ୧୦ଟାରେ ଡିଜିପି ୱାଇ.ବି ଖୁରାନିଆ ଉଦ୍ଘାଟନ କରିବେ । SP, ରେଞ୍ଜ ଡିଆଇଜି ଓ IGଙ୍କ ସମେତ ସମସ୍ତ ଅଧିକାରୀ ଯୋଗ ଦେବେ । ୧୨ ତାରିଖରେ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେବେ।













Click it and Unblock the Notifications