ପାଣି ଗାତରେ ପଡ଼ି ୨ ଶିଶୁ କନ୍ୟାଙ୍କର ମୃତ୍ୟୁ
ଖେଳିବା ବେଳେ ଗାତରେ ଖସି ପଡ଼ି ୨ ଶିଶୁ କନ୍ୟାଙ୍କ ମୃତ୍ୟୁ ।

ସୂଚନା ଅନୁସାରେ, ମୃତ ଦୁଇ ଶିଶୁକନ୍ୟା ହେଲେ ଚିତ୍ରକୋଣ୍ତା ଥାନା ଅନ୍ତର୍ଗତ ଢେପ ସାହିର ୪ ବର୍ଷର ସୁଭଦ୍ରା କୁମାର, ଏବଂ ୩ ବର୍ଷିୟ ସୁମୀ ଜାନମ । ସୂଚନା ଅନୁସାରେ, ରାସ୍ତା କାମ ପାଇଁ ଠିକାଦାର ମାନେ ଗାତ କରି ପାଣି ରଖୁଥିଲେ ହେଲେ ରାସ୍ତା କାମ ସରିବା ପରେ ମଧ୍ୟ ସେ ଗାତଟିକୁ ଖୋଲା ଛାଡି ଦେଇ ଚାଲିଯାଇଥିଲେ । ଯେଉଁଥି ପାଇଁ ଏପରି ଦୁର୍ଘଟଣା ଘଟିଛି ବୋଲି କହିଛନ୍ତି ଗ୍ରାମବାସୀ ।












Click it and Unblock the Notifications