ରାଜଧାନୀରେ ଦୁଇଟି ଦୁର୍ଘଟଣା: ୩ଜଣଙ୍କ ପ୍ରାଣହାନି, ଘରେ ପଶିଲା ବିଏମଡବ୍ଲୁ କାର୍

ଭୁବନେଶ୍ବର: ବିଳମ୍ବିତ ରାତିରେ ରାଜଧାନୀରେ ଦୁଇଟି ବଡ ଦୁର୍ଘଟଣା । ରାଜଧାନର ବଡ଼ଗଡ଼ ଥାନା ଅନ୍ତର୍ଗତ ଟଙ୍କପାଣି ସାଇମନ୍ଦିର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

ରଙ୍ଗ ରୁଟରେ ଆସୁଥିବା ଏକ ବାଇକକୁ କାର୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ତିନିଜଣ ବାଇକ୍ ଆରୋହୀଙ୍କର ପ୍ରାଣହାନି ଘଟିଥିଲା । ତେବେ କାର୍ ଚାଳକ ଫେରାର ହୋଇଛନ୍ତି । ପୁଲିସ କାର୍ କୁ ଜବତ କରିବା ସହ ମାଲିକଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି ।

Two accidents in Bhubaneswar

ୟୁନିଟ ୪ ଅଞ୍ଚଳରେ ଶାସ୍ତ୍ରୀ ନଗର ଟ୍ରାଫିକ ନିକଟରେ ବିଳମ୍ବିତ ରାତିରେ ଏକ ବିଏମଡବ୍ଲୁ କାର୍ ଦ୍ରୁତ ଗତିରେ ବାଡ଼ ଭାଙ୍ଗି ଘରେ ପଶିଯାଇଥିଲା। କାରଟି ରାସ୍ତାରେ ହୋଇଥିବା ବ୍ୟାରିକେଡ ଭାଙ୍ଗି ଘରେ ପଶିଥିଲା। ସମସ୍ତେ ଶୋଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି । ଏହି ଦୁର୍ଘଟଣାରେ ଗାଡ଼ି ମାଲିକ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ରହିଛି।
କାରଟି ପୁରୀରୁ ଜଗତସିଂହପୁର ଅଭିମୁଖେ ଯାଉଥିବା ସୂଚନା ରହିଛି। ତେଣେ ମୃତକମାନଙ୍କ ଶବଗୁଡ଼ିକୁ ବ୍ୟବଚ୍ଛେଦ ଲାଗି ପୁଲିସ କ୍ୟାପିଟାଲ୍ ହସ୍ପିଟାଲକୁ ପଠାଇଛି।

ଏଣେ ୟୁନିଟ ୪ ଅଞ୍ଚଳରେ ଶାସ୍ତ୍ରୀ ନଗର ଟ୍ରାଫିକ ନିକଟରେ ବିଳମ୍ବିତ ରାତିରେ ଏକ ବିଏମଡବ୍ଲୁ କାର୍ ଦ୍ରୁତ ଗତିରେ ବାଡ଼ ଭାଙ୍ଗି ଘରେ ପଶିଯାଇଥିଲା। କାରଟି ରାସ୍ତାରେ ହୋଇଥିବା ବ୍ୟାରିକେଡ ଭାଙ୍ଗି ଘରେ ପଶିଥିଲା। ସମସ୍ତେ ଶୋଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି । ଏହି ଦୁର୍ଘଟଣାରେ ଗାଡ଼ି ମାଲିକ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+