୧୫ ଫୁଟ୍‌ ତଳକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବ୍ରିଜ୍ ତଳକୁ ଖସିଲା ଅଦା ବୋଝେଇ ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍‌ପର । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ମାଥାନି ପେଗରପଡା ନିକଟରେ ଘଟିଛି ଏହି ଦୁର୍ଘଟଣା । ଭୋରରୁ ଘଟିଛି ଏହି ଅଘଟଣ । ଘଟଣାସ୍ଥଳରେ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Truck loaded

ସୂଚନା ଥାଉକି, ଟ୍ରକଟି ୬୦ ନମ୍ବର ଜାତୀୟ ରାଜପଥରେ ଆସାମରୁ ବିଶାଖାପାଟଣା ଅଭିମୁଖେ ଅଦା ବୋଝେଇ କରି ଯାଉଥିଲା । ତେବେ ଘନ କୁହୁଡି ହେତୁ ଭିଜିବିଲିଟି କମ୍ ଥିଲା । ଫଳରେ ଡ୍ରାଇଭର ହରାଇ ବସିଥିଲେ ଭାରସାମ୍ୟ । ଫଳରେ ଟ୍ରକଟି ବ୍ରିଜ ତଳକୁ ଖସି ପଡିଥିଲା । ନଦୀରେ ଗାଡିର ଇଂଜିନ ବୁଡି ରହିଥିବା ବେଳେ ସ୍ଥାନୀୟ ଲୋକଙ୍କ ଉଦ୍ୟମ କ୍ରମେ ଡ୍ରାଇଭର ଆଉ ହେଲପର ଅଳ୍ପକେ ରକ୍ଷା ପାଇଥିଲେ । ଖବର ପାଇ ବସ୍ତା ପୋଲିସ ଘଟଣା ସ୍ଥଳରରେ ପହଞ୍ଚି ଟ୍ରକକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+