ରାଜଧାନୀରେ ଦବିଲା ରାସ୍ତା, ଦୁର୍ଘଟଣାରୁ ଅଳ୍ପ ବର୍ତ୍ତିଲା ଟ୍ରକ୍
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଏନଏଚ୍ ଫ୍ଲାଏଓଭର ରାସ୍ତା ଦବିଯାଇଛି। ପ୍ରବଳ ବର୍ଷା ଫଳରେ ଡୁମଡୁମା ଫ୍ଲାଏଓଭର ଏହି ରାସ୍ତାଟିି ପ୍ରାୟ ୩ ଫୁଟ ଦବିଯାଇଥିବା ସୂଚନା ମିଳିଛି। ଯାତୀୟ ରାଜପଥ-୧୬ ଫ୍ଲାଏ ଓଭର ରାସ୍ତାରେ ଏକ ମିନିଟ୍ରକ୍ ଫସିରହିଛି। ଟ୍ରକ୍ଟିର ଚକା ରାସ୍ତା ସହ ଦବିଯାଇଛି । ଖାଲି ଟ୍ରକ୍ ଥିବାରୁ ବଡ଼ ଧରଣର ଦୁର୍ଘଟଣା ଟଳି ଯାଇଛି। କିନ୍ତୁ ଲୋଡେଲ୍ ଟ୍ରକ୍ ବା ବସ ହୋଇଥାଆନ୍ତା, ତାହାହେଲେ କେତେ ବଡ଼ ଯେ ଦୁର୍ଘଟଣା ଘଟିଥାଆନ୍ତା, ତାହା ଅନୁମାନ କରି ହେଉଥିବ।

ଆଜି ଅପରାହ୍ନରେ ଭୁବନେଶ୍ୱରରୁ ଏକ ମନି ଟ୍ରକ୍ ଖୋର୍ଦ୍ଧା ଅଭିମୁଖେ ଯାଉଥିଲା। ତେବେ ଡୁମୁଡୁମା ନିକଟସ୍ଥ ଜାତୀୟ ରାଜପଥର ଓଭରବ୍ରିଜ୍ ପାର୍ଶ୍ୱରେ ହଠାତ୍ ଟ୍ରକ୍ ଚକା ଦବି ଯାଇଥିଲା। ଆଉ ଆଗକୁ ଗଡ଼ି ନଥିଲା ଟ୍ରକ୍












Click it and Unblock the Notifications