ଟ୍ରକ ଧକ୍କାରେ ୨ କାଉଡିଆଙ୍କ ମୃତ୍ୟୁ

Accident News: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର ୧୬ ନମ୍ବର ଜାତୀୟ ରାଜପଥରେ ବଡ଼ ଦୁର୍ଘଟଣା । ଟ୍ରକ ଚଢି ଯିବାରୁ ୨ ଜଣ କାଉଡିଆଙ୍କ ସେମତ ୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ୨ କାଉଡିଆଙ୍କ ପରିଚିୟ ମିଳିଛି ଉଭୟ ବାଣପୁର ଅଞ୍ଚଳର ପାପୁ ନାହାକ ଓ ରଞ୍ଜି ନାହାକ । ସେହିପରି ମୃତ ବୃଦ୍ଧ ଜଣକ ହେଲେ ଡିମିରିଆ ପଞ୍ଚାୟତ ଡଲିବାଟି ଗାଁର ବନମାଳୀ ପାତ୍ର ।

Truck Accident

ସୂଚନା ଅନୁସାରେ, ୨ କାଉଡିଆ ଋଷିକୁଲ୍ୟା ନଦୀରୁ ପାଣି ଉଠାଇ ବାଣପୁର ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଉଭୟଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ସେହିପରି ବୃଦ୍ଧ ଜଣଙ୍କୁ ଗୁତୁର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠି ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଅନ୍ୟପଟେ ଟ୍ରକ ଡ୍ରାଇଭରକୁ ଖଲ୍ଲିକୋଟ ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି । ଟ୍ରକଟି ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ୱର ଲଭିମୁଖ୍ୟ ଯାଉଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+