ମହାନଦୀ ଜଳ ବିବାଦରେ ଟ୍ରିବ୍ୟୁନାଲଙ୍କ ବଡ଼ ନିର୍ଦ୍ଦେଶ, ଛତିଶଗଡ଼ ମଧ୍ୟ ଆନ୍ତଃମନ୍ତ୍ରିସ୍ତରୀୟ କମିଟି କରୁ

ମହାନଦୀ ଜଳ ବିବାଦ ନେଇ ଆଜି ଉଚ୍ଚସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଟ୍ରିବ୍ୟୁନାଲ ଏ ନେଇ ବଡ ନିର୍ଦେଶ ଦେଇଛନ୍ତି। କହିଛନ୍ତି ଛତିଶଗଡ ମଧ୍ୟ ଆନ୍ତଃମନ୍ତ୍ରିସ୍ତରୀୟ କମିଟି ଗଠନ କରୁ। ଏଜି ପୀତାମ୍ବର ଆଚାର୍ଯ୍ୟ ଓଡିଶାର ଆନ୍ତଃ ମନ୍ତ୍ରିସ୍ତରୀୟ କମିଟି ଗଠନ ଜଣାଇଛନ୍ତି। ତେଣୁ ଛତିଶଗଡ ମଧ୍ୟ ଏପରି କମିଟି ଗଠନ କରୁ ବୋଲି ଟ୍ରିବ୍ୟୁନାଲ ପରାମର୍ଶ ଦେଇଛନ୍ତି। ୨୦୨୬ ଏପ୍ରିଲ ମାସରେ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ସରୁଥିବାରୁ ସହମତି ବୃଦ୍ଧି ପାଇଁ ନିର୍ଦେଶ ଦେଇଛନ୍ତି। ଏ ନେଇ ଲିଖିତ ଭାବେ ଓଡିଶା ଓ ଛତିଶଗଡ ସରକାରଙ୍କୁ ଜଣାଇବାକୁ ନିଷ୍ପତ୍ତି ହୋଇଛି। କାର୍ଯ୍ୟକାଳ ବୃଦ୍ଧି ନିଷ୍ପତ୍ତି ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ମିଳିତ ଭାବେ ଜଣାଇବେ। ଆସନ୍ତା ଫେବୃଆରୀ ୭ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି।

Mahanadi water
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+