ବିଧାନସଭାରେ ଉଠିଲା ଆଦିବାସୀ ଜମି ପ୍ରସଙ୍ଗ

Odisha News: ବିଧାନସଭାରେ ଉଠିଲା ଆଦିବାସୀ ଜମି ପ୍ରସଙ୍ଗ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଆଦିବାସୀ ଜନି କେହି ଦଖଲ କରିପାରିବେ ନାହିଁ । ଭୂସଂସ୍କାର ଆଇନ ୧୯୬୦ ଅନୁସାରେ ଯଦି କେହି ଆଦିବାସୀ ଜମି କିଣନ୍ତି ତେବେ ଏବାକୁ ବେଆଇନ ଘୋଷଣା କରାଯିବ ଏବଂ ଉଚ୍ଛାଦ ପ୍ରକ୍ରିୟା ଜରିଆରେ ସମ୍ପୃକ୍ତ ଆଦିବାସୀ ଲୋକଙ୍କୁ ଜମି ଫେରସ୍ତ କରିବାର ନିୟମ ରହିଛି । ଏପରି ମାମଲା ବିଚାର କରିବା ପାଇଁ କ୍ଷମତା ଜିଲ୍ଲାପାଳଙ୍କୁ ଦିଆଯାଇଛି ।

Tribal land issue

ତେବେ ଏପରି ୬୫୪ଟି ମାମଲା ବିଚାରଧୀନ ରହିଛି । ଯଗି କେହି ଆଦିବାସୀ ଜମି ଦଖଲ କରନ୍ତି ତେବେ ଏହାକୁ ବେଇନ ଘୋଷଣା କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+