ଡ୍ରାଇଭର୍‌ ସଂଘର ଆନ୍ଦୋଳନ ନେଇ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା; କଂଗ୍ରେସ ଡ୍ରାଇଭର୍‌ମାନଙ୍କୁ ନେଇ ରାଜନୀତି କରୁଛି

ଡ୍ରାଇଭର୍‌ ସଂଘର ଆନ୍ଦୋଳନ ନେଇ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ସଂଘର ୭ ଦଫା ଦାବି ନେଇ ସଫଳ ଆଲୋଚନା ହୋଇଛି । ତଥାପି ଡ୍ରାଇଭର୍‌ମାନେ ଆନ୍ଦୋଳନ କରିବା ଦୁର୍ଭାଗ୍ୟଜନକ । କାର୍ଯ୍ୟରତ ଡ୍ରାଇଭର୍‌ମାନଙ୍କୁ ଆକ୍ରମଣ କଲେ କାର୍ଯ୍ୟାନୁଷ୍ଠାନ ହେବ । କଂଗ୍ରେସ ଡ୍ରାଇଭର୍‌ମାନଙ୍କୁ ନେଇ ରାଜନୀତି କରୁଛି। ସଂଘର ସମସ୍ତ ଦାବି ପୂରଣ କରିବାକୁ ସରକାର ଚେଷ୍ଟା କରୁଛନ୍ତି।

Transport Minister s response to the drivers
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+