PUCC ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ବଡ଼ ସୂଚନା, କହିଲେ
PUCC ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ବଡ଼ ସୂଚନା। ସମସ୍ତଙ୍କୁ PUCC କରିବା ବାଧ୍ୟତାମୂଳକ କହିଲେ ପରିବହନ ମନ୍ତ୍ରୀ । ଟୋଲ୍ ଗେଟ୍ରେ PUCC ଫାଇନ୍ କମାଇବା ପାଇଁ ଚାଲିଛି ଯୋଜନା । ୧୦ ହଜାର ଟଙ୍କା ଫାଇନ୍କୁ କମ୍ କରିବାକୁ ଆଲୋଚନା ଚାଲିଛି । ରାଜ୍ୟରେ ବାୟୁ ପ୍ରଦୂଷଣ ନେଇ କଡ଼ାକଡ଼ି ହୋଇଥିଲା PUCC ନିୟମ । ଯାହାର ଗାଡ଼ି ଅଛି, PUCC କରିବାକୁ କହିଥିଲେ ସରକାର ମନ୍ତ୍ରୀ ।













Click it and Unblock the Notifications