ଏକକାଳୀନ ସେଟଲ୍‌ମେଣ୍ଟ ଯୋଜନା ଘୋଷଣା କଲା ପରିବହନ ବିଭାଗ, କମ୍‌ ପରିମାଣରେ ଜୋରିମାନା ଦେଇ ସମାଧାନ କରିପାରିବେ

ଏକକାଳୀନ ସେଟଲ୍‌ମେଣ୍ଟ ଯୋଜନା ଘୋଷଣା କଲା ପରିବହନ ବିଭାଗ । ଦୀର୍ଘଦିନ ଧରି ପଡ଼ି ରହୁଥିବା ଚାଲାଣର ସମାଧାନ ନେଇ ପଦକ୍ଷେପ । ଉଲ୍ଲଂଘନକାରୀ କମ୍‌ ପରିମାଣରେ ଜୋରିମାନା ଦେଇ ସମାଧାନ କରିପାରିବେ । ୩୧ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ଅମୀମାଂସିତ ଇ-ଚାଲାଣ ପାଇଁ ଲାଗୁ । ଏହି ଯୋଜନା ଆଜିର ବିଜ୍ଞପ୍ତି ଜାରି ଦିନରୁ ୬ ମାସ ପାଇଁ ବୈଧ । ଯେଉଁ ଚାଲାଣ କୋର୍ଟକୁ ଯାଇଛି ତାର ସେଟଲ୍‌ମେଣ୍ଟ ହୋଇପାରିବନି ।

Transport Department
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+