Get Updates
Get notified of breaking news, exclusive insights, and must-see stories!

ରାଜଧାନୀରେ ଏହି ସବୁ ସ୍ଥାନରେ ଠିଆ ହେବେ କିନ୍ନର : କାଟିବେ ପାର୍କିଂ ଚାଲାଣ

ରାଜଧାନୀ ଭୁବନେଶ୍ୱରରେ କିନ୍ନରମାନେ ପାର୍କିଂ ଟିକେଟ୍ କାଟିବେ। ସ୍ମାର୍ଟ ସିଟିର ୨ଟି ପ୍ରମୁଖ ପାର୍କିଂ ସ୍ଥାନରେ ଏମାନେ ପାର୍କିଂ ଚାଲାଣ କାଟିବେ ।

ଭୁବନେଶ୍ୱର: ଏଣିକି ପାର୍କିଂ ଚାଲାଣ କାଟିବେ କିନ୍ନର । ରାଜଧାନୀ ଭୁବନେଶ୍ୱରରେ କିନ୍ନରମାନେ ପାର୍କିଂ ଟିକେଟ୍ କାଟିବେ। ସ୍ମାର୍ଟ ସିଟିର ୨ଟି ପ୍ରମୁଖ ପାର୍କିଂ ସ୍ଥାନରେ ଏମାନେ ପାର୍କିଂ ଚାଲାଣ କାଟିବେ । ଆଜି ରାଜମହଲ ଛକରେ ଏହାର ଉଦଘାଟନ କରିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ପାର୍କିଂ ଚାଲାଣ

ପରୀକ୍ଷାମୂଳକ ଭାବେ ଆସନ୍ତା ୨ ମାସ ଯାଏଁ ୧୭ ଜଣ କିନ୍ନରଙ୍କୁ ଏଥିରେ ସାମିଲ କରାଯାଇଛି। ରାଜମହଲ ଛକଠାରୁ- ମାଷ୍ଟରକ୍ୟାଣ୍ଟିନ ଏବଂ ମାଷ୍ଟରକ୍ୟାଣ୍ଟିନ ଠାରୁ ଶ୍ରୀୟା ଛକ ପର୍ଯ୍ୟନ୍ତ ଦୁଇଟି ପାର୍କିଂ ଲଟ୍ ଜଗିବେ କିନ୍ନର । ଆଗକୁ ସଂଖ୍ୟା ବୃଦ୍ଧି କରାଯାଇ ମୋଟ ୩୬ ଜଣଙ୍କୁ ଏଥିରେ ସାମିଲ କରାଯିବ। ଏଥିପାଇଁ କିନ୍ନରଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି ।

ଏହାପୂର୍ବରୁ କିନ୍ନରଙ୍କ ଲାଗି ବିହାର ସରକାର ବଡ଼ ଘୋଷଣା କରିଥିଲେ । ପୋଲିସ ବିଭାଗରେ ବିହାର କିନ୍ନର ମାନଙ୍କୁ ଭର୍ତ୍ତି କରାଯିବ ବୋଲି ବିହାର ସରକାର ଘୋଷଣା କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+