ଶ୍ରୀଜିଉଙ୍କ ଦୈନନ୍ଦିନ ସେବାରେ ନିୟୋଜିତ ସେବକଙ୍କୁ ଦିଆଯିବ ପ୍ରଶିକ୍ଷଣ, ଜାରି ହେଲା ନିର୍ଦ୍ଦେଶ

ପୁରୀ: ଆସନ୍ତା ୪ ଓ ୫ରେ ନିଯୋଗର ସେବକଙ୍କ ପାଇଁ ପ୍ରଶିକ୍ଷଣ ଶିବିର ।ଶ୍ରୀଜିଉଙ୍କ ଦୈନନ୍ଦିନ ସେବାରେ ନିୟୋଜିତ ସେବକଙ୍କ ପାଇଁ ହେବ ପ୍ରଶିକ୍ଷଣ । ନୀଳାଦ୍ରି ଭକ୍ତ ନିବାସ ସଭାଗୃହରେ ହେବ ପ୍ରଶିକ୍ଷଣ ଶିବିର । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ୩୦ ପର୍ଯ୍ୟନ୍ତ କରାଯିବ ଶିବିର। ୨ ତାରିଖ ଅପରାହ୍ନ ୫ଟା ଭିତରେ ନାମ ପଞ୍ଜୀକରଣ ନିର୍ଦ୍ଦେଶ । ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶ ।

Training
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+