ବୌଦ୍ଧକୁ ଗଡ଼ିବ ଟ୍ରେନ୍, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି

ଆସନ୍ତା 20 ତାରିଖରୁ ବୌଦ୍ଧ ଜିଲ୍ଲାକୁ ଗଡ଼ିବ ଟ୍ରେନ୍ । ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ପର୍ଯ୍ୟାୟରେ ବୌଦ୍ଧ ଜିଲ୍ଲାକୁ ଗଡ଼ିବ 3ଟି ଟ୍ରେନ । କିନ୍ତୁ ପ୍ରତିଦିନ ବଲାଙ୍ଗୀର-ସୁବର୍ଣ୍ଣପୁର ପାସେଞ୍ଜର ଟ୍ରେନ ଚାଲିବ ।

train to run to boudh from 20th june

2ଟି ସାପ୍ତାହିକ ଟ୍ରେନ ବୌଦ୍ଧ-ଭୁବନେଶ୍ବର, ବୌଦ୍ଧ-ସମ୍ବଲପୁର ଚାଲିବ । ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+