ପୁଣି ଟ୍ରେନ ଦୁର୍ଘଟଣା;ଅନୁଗୁଳ-ପୁରୀ ପାସେଞ୍ଜର ଟ୍ରେନର ବ୍ରେକରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଦିନକୁ ଦିନ ଟ୍ରେନ ଦୁର୍ଘଟଣା ଚିନ୍ତାର କାରଣ ହୋଇଛି । ପ୍ରତ୍ୟେକ ଦିନ କେଉଁଠୁ ନା କେଉଁଠୁ ଟ୍ରେନ ଦୁର୍ଘଟଣା ଖବର ଆସୁଛି । ଆଜି ପୁଣି ଅନୁଗୁଳ-ପୁରୀ ପାସେଞ୍ଜର ଟ୍ରେନର ବ୍ରେକରେ ନିଆଁ ଲାଗିଛି।

Angul-Puri passenger

ପୁରୀ ମାଳତିପାଟପୁର ରେଳ ଷ୍ଟେସନ ନିକଟରେ ଟ୍ରେନର ବ୍ରେକରେ ନିଆଁ ଲାଗିଥିବା ସୂଚନା। ଟ୍ରେନ ପଛ ପାଖ ଇଞ୍ଜିନରୁ ଧୂଆଁ ବାହାରିବା ଲୋକେ ଦେଖିବା ପରେ ଅଟକିଥିଲା ଟ୍ରେନ୍। ପରେ ଟ୍ରେନରୁ ସମସ୍ତ ଯାତ୍ରୀ ଓହ୍ଲାଇ ପଡ଼ିଥିଲେ।

ତୁରନ୍ତ ବୈଷୟିକ ଟିମ୍ ପହଞ୍ଚି ଯାଞ୍ଚ କରିବା ସହ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ଇଞ୍ଜିନରେ ଉତ୍ତାପ କାରଣରୁ ନିଆଁ ଲାଗିଥିବା ସୂଚନା ମିଳିଛି। କାହିଁକି ଓ କିଭଳି ନିଆଁ ଲାଗିଲା ତାର ଯାଞ୍ଚ କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+