Get Updates
Get notified of breaking news, exclusive insights, and must-see stories!

ସମୂଦ୍ରରେ ଭାସି ପର୍ଯ୍ୟଟକ ନିଖୋଜ

ସମୁଦ୍ରରେ ବୁଡ଼ି ପର୍ଯ୍ୟଟକ ନିଖୋଜ । ନିଖୋଜ ପର୍ଯ୍ୟଟକ ହାଇଦ୍ରାବାଦର ବିକାଶ ଚନ୍ଦେ । ପରିବାର ସହ ପୁରୀ ବୁଲିବାକୁ ଆସି ଆଜି ଅପରାହ୍ନରେ ଲାଇଟ୍ ହାଉସ ନିକଟ ବେଳାଭୂମିରେ ଗାଧୋଉ ଥିବାବେଳେ ବୁଡ଼ିଯାଇ ନିଖୋଜ ଅଛନ୍ତି ।

dead body

ଲାଇଫ ଗାର୍ଡ ଓ ଅଗ୍ନିଶମ ବିଭାଗ ପକ୍ଷରୁ ବହୁ ଖୋଜାଖୋଜି କରାଯାଇଥିଲେ ହେଁ ନିଖୋଜ ଯୁବକ ଠାବ ହୋଇ ପାରିନାହାନ୍ତି । ପୁରୀ ବେଳାଭୂମିର ସେକ୍ଟର ୯ ରେ ଘଟିଛି ଏହି ଅଘଟଣା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+