ଓଲଟିଲା ଟୁରିଷ୍ଟ ବସ୍: ଜଣେ ମୃତ, ୧୫ ଆହତ
Accident News: ଭୁବନେଶ୍ୱର ଉତ୍ତରା ଛକରେ ବଡ଼ ଦୁର୍ଘଟଣା । ଟୁରିଷ୍ଟ ବସ୍ ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଜଣ ଆହତ ହୋଇଥିବା ନେଇ ସୂଚନା ରହିଛି । ବସଟି ପାଖାପାଖି ୭୦ ଜଣ ପର୍ଯ୍ୟଟକଙ୍କୁ ନେଇ ପୁରୀ ଯାଉଥିବା ସମୟରେ ବସଟି ଦୁର୍ଘଟଣାଗ୍ରସ୍ଥ ହୋଇଥିଲା । ସମସ୍ତ ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କାଶୀ ବିଶ୍ୱନାଥ ଦର୍ଶନ ସାରି ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ପାଇଁ ଯାଉଥିଲେ ପର୍ଯ୍ୟଟକ । ବସରେ ଯାତ୍ରା କରୁଥିବା ସମସ୍ତ ପର୍ଯ୍ୟଟକ ବାଂଲାଦେଶର।













Click it and Unblock the Notifications