ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ବରଗଡ଼
କାଲିଠୁ ରାଜା କଂସଙ୍କ ଦରବାର। ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା l କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ବରଗଡ଼ l ଶେଷ ହୋଇଛି ସବୁ ପ୍ରସ୍ତୁତି।
ବରଗଡ଼ ଓ ଅମ୍ବାପାଲି ସହରର ୨୭ ଟି ଖୋଳା ରଙ୍ଗ ମଞ୍ଚରେ ଅଭିନୟ କରିବେ କଳାକାର । ଆଉ ଏଥି ପାଇଁ ସରିଛି ମହୋତ୍ସବର ସମସ୍ତ ପ୍ରସ୍ତୁତି । ମହାରାଜା କଂସ ଓ ଅନ୍ୟ କଳାକାର ମାନଙ୍କ ପାଇଁ ହାତୀ,ଘୋଡ଼ା,ଓଟ ପହଞ୍ଚିଥିବା ବେଳେ ମଞ୍ଚ ପ୍ରସ୍ତୁତ ଓ କଳାକାର ମାନେ ମଧ୍ୟ ପ୍ରସ୍ତୁତ ।













Click it and Unblock the Notifications