ଆଜି ଦେଓଗାଁରେ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା

ରକ୍ତ ରଞ୍ଜିତ ହେଲା ଶୂଳିଆ ପୀଠ । ଆଜିଠୁ ଆଦିବାସୀଙ୍କ ପ୍ରସିଦ୍ଧ ଶୂଳିଆ ଯାତ୍ରା । ପରମ୍ପରା ନାଁରେ ପୁଣି ଥରେ ରକ୍ତ ରଂଜିତ ହେଲା ପୀଠ । ଖଇର ଗୁଡାର ବଡ଼ଖଳା କୁମୁରିଆର ସାନଖାଳ ଓ ନୂଆଖାଳରେ ପାଳନ ହେଉଛି ଶୂଳିଆ ଯାତ୍ରା । କିଛି ବର୍ଷ ହେବ ପରମ୍ପରାରେ ହକିଛି ବର୍ଷ ହେବ ଆଉ ପରମ୍ପରା ରେ ହସ୍ତକ୍ଷେପ କରୁନାହିଁ ଜିଲ୍ଲା ପ୍ରଶାସନ ।

Shulia Yatra

କେବଳ ଶାନ୍ତି ଶୃଙ୍ଖଳା ପାଇଁ ଦୁଇଜଣ ମାଜିଷ୍ଟ୍ରେଟ, ଜଣେ ଅତିରିକ୍ତ sp, ୧୦ ପୋଲିସ ଅଫିସର, ୩ ପ୍ଲlଟୁନ ପୋଲିସ ଫୋର୍ସ, ୪୫ ହୋମଗାର୍ଡ ମୁତୟନ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+