ଆଜି ରାଜଧାନୀ ବୁଲିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ

ଭୁବନେଶ୍ୱର: ଆଜିଠୁ ରାଜଧାନୀ ଭୁବନେଶ୍ୱର ବୁଲିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ । ଆସନ୍ତା ଦୁଇଦିନ ମଧ୍ୟରେ ମୋଟ୍ ୬୭ଟି ୱାର୍ଡରେ ପରିକ୍ରମା କରିବା ନେଇ ସୂଚନା ରହିଛି । ସମସ୍ତ ବିଏମସି ଅଞ୍ଚଳରେ ନାମ ସଂକୀର୍ତ୍ତନ ସହ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହେବା ସହ ପରିକ୍ରମା ପ୍ରକଳ୍ପ ରଥ ଭକ୍ତିମୟ ପରିବେଶ ଭିତରେ ୱାର୍ଡରୁ ୱାର୍ଡ ପରିକ୍ରମା କରିବ ।

puri

ଏହି ଯାତ୍ରାରେ ସାମିଲ ହେବେ ପ୍ରତି ଅଞ୍ଚଳର ସଂକୀର୍ତ୍ତନ ମଣ୍ଡଳୀ। ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପାଇଁ ପ୍ରତି ଘରୁ ଗୁଆ ଏବଂ ଅରୁଆ ଚାଉଳ ସଂଗ୍ରହ କରିବେ ସ୍ୱେଚ୍ଛାସେବୀ କର୍ମକର୍ତ୍ତା । ଏନେଇ ବିଏମସି ପକ୍ଷରୁ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ସେହିପରି ଏହି କାର୍ଯ୍ୟକୁ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବିଏମସି ଏକ କମିଟି ମଧ୍ୟ ଗଠନ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+