ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ; ବାମନ ରୂପୀ ବାଳକ ବେଶରେ ଉଭା ହେବେ ଶ୍ରୀଜଗନ୍ନାଥ
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ । ବାମନ ରୂପୀ ବାଳକ ବେଶରେ ଉଭା ହେବେ ଶ୍ରୀଜଗନ୍ନାଥ । ରାଜବେଶ ଧାରଣ କରିବେ ଶ୍ରୀବଳଭଦ୍ର ।
ସାଧାରଣ ବେଶରେ ସଜ୍ଜିତ ହେବେ ମା' ସୁଭଦ୍ରା । ମଧ୍ୟାହ୍ନ ଧୂପ ପରେ ବଳିବାମନ ବେଶରେ ବିଭୂଷିତ ହେବେ ଶ୍ରୀଜିଉ । ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହେବ ମହାପ୍ରଭୁଙ୍କ ଶ୍ରୀଅଙ୍ଗହିବ। ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହେବ ମହାପ୍ରଭୁଙ୍କ ଶ୍ରୀଅଙ୍ଗ।













Click it and Unblock the Notifications