Get Updates
Get notified of breaking news, exclusive insights, and must-see stories!

ଆଜି ବଜେଟ୍ ଅଧିବେଶନର ୩ୟ ଦିନ, ରହିଛି ଏକାଧିକ ବିଭାଗର ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ

ବିଧାନସଭା ବଜେଟ୍‌ ଅଧିବେଶନ । ବୁଧବାର ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟର ତୃତୀୟ ଦିନ। ଆଜି କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି,ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ସମବାୟ , ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ ଭଳି ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି।

ସେହିଭଳି ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବ। ଏହାସହ ଶୁନ୍ୟକାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଉଠାଇବେ ଶାସକ ଓ ବିରୋଧୀ ଦଳ। ତେବେ ୨ୟ ପର୍ଯ୍ୟାୟ ଅଧିବେଶନରେ ବେଶ୍‌ ସୁରୁଖୁରୁରେ ଚାଲିଛି ଗୃହ । ପ୍ରଶ୍ନକାଳରେ ସଦସ୍ୟଙ୍କ ପ୍ରଶ୍ନ ଉତ୍ତର ବିଭାଗୀୟ ମନ୍ତ୍ରୀ ରଖୁଛନ୍ତି । ତେଣୁ ଗତ ୨ ଦିନ ପରି ଆଜି ମଧ୍ୟ ବିଧାନସଭା ବିନା ହଟ୍ଟଗୋଳରେ ଚାଲିବ ବୋଲି ଆଶା କରାଯାଉଛି ।

budget session
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+