ଆଜି ପ୍ରବାସୀ ଭାରତୀୟ ପ୍ରଦର୍ଶନୀର ଶେଷଦିନ , ଓଡ଼ିଶାର କଳା ସଂସ୍କୃତି ବୁଲି ଦେଖିବେ ଜନସାଧାରଣ

ଶନିବାରଠୁ ସାଧାରଣ ଲୋକଙ୍କ ପାଇଁ ଜନତା ମୈଦାନ ସ୍ଥିତ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ ଖୋଲା ରହିଥିବା ବେଳେ ଆଜି ଦ୍ୱିତୀୟ ଦିନରେ ଭିଡ଼ ଜମିବା ଆଶା କରାଯାଉଛି । ଆଜି ରବିବାର ଥିବାବେଳେ ସନ୍ଧ୍ୟା ଯାଏଁ ପ୍ରଦର୍ଶନୀ ଦେଖିବେ ଲୋକେ ।

prabasi bharatiy dibas

ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଥିବା ବେଳେ ପ୍ରଦର୍ଶନୀ ବୁଲି ଦେଖୁଛନ୍ତି । ସାଂସ୍କୃତିକ କାର୍ୟ୍ୟକ୍ରମ ସହ ବିଭିନ୍ନ ଗ୍ୟାଲେରୀର ରହିଥିବା ଷ୍ଟଲ ବୁଲି ଦେଖୁଛନ୍ତି ଛାତ୍ରୀଛାତ୍ରୀ ଓ ସାଧାରଣ ଲୋକ ।

ପର୍ୟ୍ୟଟନରୁ ଆରମ୍ଭ କରି ବିଜ୍ଞାନ ପର୍ୟ୍ୟନ୍ତ ଏହି ପ୍ରଦର୍ଶନୀରେ ବହୁ ଶିକ୍ଷଣୀୟ ଜିନିଷ ରହିଥିବାରୁ ଏହି ପ୍ରଦର୍ଶନୀ ସମସ୍ତେ ଦେଖିବା ଉଚିତ୍ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କହିଛନ୍ତି। ପ୍ରବାସୀ ଭାରତୀୟ କାର୍ୟ୍ୟକ୍ରମ ପ୍ରଦର୍ଶନୀକୁ ୨ ରୁ ୩ ଦିନ ଯାଏଁ ବଢାଇବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆଜି ଶେଷ ଦିନ ହୋଇଥିବା ବେଳେ ଲୋକଙ୍କ ଭିଡ ଜମିବା ଆଶା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+