ଆଜି ପବିତ୍ର ମହାଶିବରାତ୍ରି, ଶୈବପୀଠରେ ଭକ୍ତିମୟ ପରିବେଶ

ଆଜି ପବିତ୍ର ଜାଗର। ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ। ଶୈବପୀଠରେ ଭକ୍ତଙ୍କ ଗହଳି । ଶିବମୟ ହୋଇପଡିଛି ପରିବେଶ । ଶିବ ପଞ୍ଚାକ୍ଷର ମନ୍ତ୍ରରେ ଗୁଞ୍ଜରିତ ରାଜ୍ୟର ବିଭିନ୍ନ ଶୈବପୀଠ । ଦୀପ ଜାଳି ରାତି ଉଜାଗର ରହି ମହାଦେବଙ୍କ ଆରାଧାନା କରିବେ ଭକ୍ତ । ଦେବ ଦେବ ମହାଦେବଙ୍କ ଦର୍ଶନ ପାଇଁ ରାତି ଅଧରୁ ଭକ୍ତଙ୍କ ଲମ୍ବା ଧାଡି ଲାଗିଛି । ପ୍ରସିଦ୍ଧ ଶୈବପୀଠ ଗୁଡ଼ିକରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଲିଙ୍ଗରାଜରେ ହଜାର ହଜାର ସଂଖ୍ୟାରେ ଦୀପ ଜାଳିବେ ଭକ୍ତ।

mahasivratri

ରାତି ୧୦ଟାରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ । ଲକ୍ଷାଧିକ ଲୋକଙ୍କ ସମାଗମକୁ ଦେଖି ମନ୍ଦିର ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା । ଶୃଙ୍ଖଳିତ ଦର୍ଶନ ପାଇଁ ଉଭୟ ମନ୍ଦିର ବାହାରେ ଓ ଭିତରେ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ଲିଙ୍ଗରାଜରେ ସୁରକ୍ଷା ପାଇଁ ୪୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସିସିଟିଭିରେ ଛାଉଣୀ ହୋଇଛି ମନ୍ଦିର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+