ଆଜି କାର୍ତ୍ତିକ ପୂର୍ଣ୍ଣିମା: ଡଙ୍ଗା ଭସାକୁ ମନା, ବନ୍ଦ ବାଲିଯାତ୍ରା

ଚଳିତ ବର୍ଷ କୋଭିଡ କଟକଣା ପାଇଁ ପାଳନ ହେଉନାହିଁ ଡଙ୍ଗା ଭାଷା ।

ଭୁବନେଶ୍ବର: ଓଡିଶା ନୌବାଣିଜ୍ୟର ଗୌରବମୟ ଐତିହ ବୋଇତ ବନ୍ଦାଣ ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମା । ଚଳିତ ବର୍ଷ କୋଭିଡ କଟକଣା ପାଇଁ ପାଳନ ହେଉନାହିଁ ଡଙ୍ଗା ଭାଷା । ନଦୀରେ ଡଙ୍ଗା ଭାସାକୁ ବାରଣ କରାଇଛି । ସେପଟେ ଆଜିଠାରୁ ଆରମ୍ଭ ହେବାକୁ ଥିବା ପ୍ରସିଦ୍ଧ କଟକ ବାଲିଯାତ୍ରା ମଧ୍ୟ ଚଳିତ ବର୍ଷ ପାଇଁ ବନ୍ଦ ରହିଛ ।

ଡଙ୍ଗା ଭସା

ତେବେ ରାଜଧାନୀର ସମସ୍ତ ଜଳାଶୟ, ପୁସ୍କରଣୀ, ନଦୀରେ ଡଙ୍ଗା ଭସାଣ ଉପରେ କଟକଣା ଜାରି କରାଯାଇଛି । କେତେ କିଛି ସ୍ଥାନରେ କଟକଣା ନମାନି କୋଇତ ବନ୍ଧାଣ କରୁଥିବା ଦେଖିବାକୁ ମିଳିଛି । ଏପଟେ ଗାଇଡଲାଇନକୁ ପାଳନ କରି କରୋନା ମୁକାବିଲାରେ ସରକାରଙ୍କୁ ସହଯୋଗ କରିବା ପାଇଁ ରାଜଧାନୀବାସୀଙ୍କୁ ଅପିଲ କରିଛି କମିସନରେଟ ପୁଲିସ ।

ସେହିପରି ଭୁବନେଶ୍ବର ବାଲିଯାତ୍ରା ଓ ପାରାଦୀପରେ ଅନୁଷ୍ଠିତ ହେବାକୁ ଥିବା ବୋଇତ ବନ୍ଦାଣ ଉତ୍ସବ ମଧ୍ୟ ବନ୍ଦ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+