Gold Price Today: ଜାଣନ୍ତୁ ଭୁବନେଶ୍ୱରରେ ଆଜି କେତେ ରିହିଛି ସୁନା ଦର
Gold Price Today: ଡିସେମ୍ବର 5 ଗୁରୁବାର ଦିନ ସୁନାର ଦରର କୌଣସି ପରିବର୍ତ୍ତନ ହୋଇ ନାହଁ । ଆଜି ଭାରତ ସମସ୍ତ ସହରରେ 24 କ୍ୟାରେଟ୍ ସୁନା ମୂଲ୍ୟ 77 ହଜାରରୁ ଅଧିକ ରହିଥିବା ବେଳେ 22 କ୍ୟାରେଟ୍ ସୁନା ମୂଲ୍ୟ 71 ହଜାରରୁ ଅଧିକ ରହିଛି । ବର୍ତ୍ତମାନ କିଛି ଦିନ ପାଇଁ ସୁନାର ଦର ହ୍ରାସ ପାଇବ ନାହିଁ ହେଲେ ବିବାହ ଋତୁ ପାଇଁ ସୁନା ମହଙ୍ଗା ନିଶ୍ଚୟ ହୋଇ ପାରେ । ସେହିପରି ଗୁରୁବାର ଦିନ ରୂପା କିଲୋଗ୍ରାମ ବର୍ତ୍ତମାନ 91,100 ଟଙ୍କା ରହିଛି ।
ଦେଶର ରାଜଧାନୀ ଦିଲ୍ଲୀରେ 10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ 77 ହଜାର 930 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରାୟ 10 ଗ୍ରାମ ପ୍ରତି 71,450 ଟଙ୍କା ରହିଥିବା ନେଇ ରେକର୍ଡ କରାଯାଇଛି । ସେହିପରି ମୁମ୍ବାଇରେ ଆଜି 0 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ 77 ହଜାର 780 ଟଙ୍କା ରହିଛି ଓ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରାୟ 10 ଗ୍ରାମ ପ୍ରତି 71,300 ରହିଛି ।

କୋଲକତାରେ 10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ 77 ହଜାର 780 ରହିଛି ସେହିପରି 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରାୟ 77 ହଜାର 300 ରହିଛି । ଚେନ୍ନେଇରେ 10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ 77,300 ରହିଥିବା ବେଳେ 10 ଗ୍ରାମ 24 କ୍ୟାରେଟ୍ ସୁନା ଦର 77,780 ଟଙ୍କା ରହିଛି । ଭୁବନେଶ୍ୱରରେ 10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ 77,890 ରହିଥିବା ବେଳେ 10 ଗ୍ରାମ 22 କ୍ୟାରେଟ୍ ସୁନା ଦର 71,400 ଟଙ୍କା ରହିଛି ।












Click it and Unblock the Notifications