ଚିକିଟି-ଦିଗପହଣ୍ଡି ଠାବ ହେଲା ରାସ୍ତାରେ ବାଘ ପାଦ ଚି଼ହ୍ନ

ବ୍ରହ୍ମପୁର : ଚିକିଟି - ଦିଗପହଣ୍ଡି ରାସ୍ତା ଜକର ନିକଟରେ ବାଘର ପାଦ ଚି଼ହ୍ନ ଠାବ ହୋଇଛି। ବାଘ ପାଦ ଚି଼ହ୍ନ ଠାବ ହେବା ପରେ ଲୋକେ ଭୟଭୀତ ହୋଇପଡିଛନ୍ତି। ବାଘ ପାଦ ଚିହ୍ନ ଦେଖିବାକୁ ଲୋକଙ୍କ ଗହଳି ଲାଗି ରହିଛି। ଗତ କିଛି ଦିନରୁ ଏକ ବାଘ ଚିକିଟି, ଦିଗପହଣ୍ଡି ଅଞ୍ଚଳରେ ବୁଲୁଥିବା ସୂଚନା ମିଳିଛି। ବନ ବିଭାଗ ମଧ୍ୟ ବାଘ ବୁଲୁଥିବା ଅନୁମାନ କରୁଛି।

ବିଭିନ୍ନ ସ୍ଥାନରେ ବାଘର ପାଦ ଚିହ୍ନ ମଧ୍ୟ ମିଳୁଛି। ଏମିତିକି ବାଘ ଗୋଳନ୍ଥରା ନିକଟ ଜାତୀୟ ରାଜପଥ ପାର ହେବା ଏକ ଭିଡିଓ ଭାଇରାଲ ହୋଇଥିଲା। ହେଲେ ଏପର୍ଯ୍ୟନ୍ତ ବାଘକୁ ଠାବ କରାଯାଇପାରିନାହିଁ। ଏମିତିରେ ବନ ବିଭାଗ ସତର୍କ ରହିବାକୁ ପରାମର୍ଶ ଦେଉଛି।

tigers footprints

ଏହା ପୂର୍ବରୁ ଗୋଳନ୍ଥରାରେ ଛେଳି ମୃତ୍ୟୁକୁ ନେଇ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।ସ୍ଥାନୀୟ ଗୋବିନ୍ଦପୁର ପନାଡ଼ ଗାଁରେ ୪ଟି ଛେଳିଙ୍କୁ କ୍ଷତାକ୍ତ ଅବସ୍ଥାରେ ପାଇଥିଲେ ଗ୍ରାମବାସୀ। ଗୋଟିଏ ଛେଳିକୁ ସମ୍ପୂର୍ଣ୍ଣ ଖାଇଦେଇଥିବାବେଳେ ଅନ୍ୟ ୩ଟି ଛେଳିକୁ ମାରି କିଛି ମାଂସ ଖାଇଥିବା ଦେଖିବାକୁ ମିଳିଥିଲା। ହେଲେ ଛେଳିକୁ ବାଘ ମାରିଛି ନା' ଅନ୍ୟ କୌଣସି ଜୀବ ତାହାକୁ ନେଇ ଆତଙ୍କିତ ହୋଇପଡ଼ିଥିଲେ ଗ୍ରାମବାସୀ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+