ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ଚଳିତ ବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତ ହେଲାଣି ଶ୍ରୀମନ୍ଦିର ପ୍ରଶାସନ । ଆଜି ଏନେଇ ପୁରୀ ପହଞ୍ଚିଛି ପ୍ରଥମ ପର୍ଯ୍ୟାୟ ରଥକାଠ। ପ୍ରଥମ ପର୍ଯ୍ୟାୟ ରଥକାଠ ନୟାଗଡ଼ ବନଖଣ୍ଡରୁ ଆସି ପୁରୀରେ ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟରେ ୩ଟି ଟ୍ରକରେ ଆସିଛି ରଥ କାଠ । ପରମ୍ପରା ଅନୁସାରେ ଦଶପଲ୍ଲା ମହାବୀର ମନ୍ଦିର ଏବଂ ନୟାଗଡ଼ ଜଗନ୍ନାଥ ମନ୍ଦିରେ ପୂଜାର୍ଚ୍ଚନା କରିବା ପରେ ପୁରୀ ରଥଖଳାକୁ ପଠାଯାଇଛି,

ratha katha

ରଥ କାଠ । ୩ଟି ଟ୍ରକରେ ୪୮ ଖଣ୍ଡ ରଥକାଠ ଅସନ ଏବଂ ୫୩ ଖଣ୍ଡ ଧଉରା କାଠ ପ୍ରଥମ ପର୍ଯ୍ୟାରେ ପୁରୀ ରଥଖଳାକୁ ପଠାଯାଇଛି । ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ଗତବର୍ଷ ୫୧ ଖଣ୍ଡ ବଳକା ଅଛି । ଅବଶିଷ୍ଟ ୮୧୪ ଖଣ୍ଡ କାଠ ନୟାଗଡ଼ ଜଙ୍ଗଲ ଡ଼ିଭିଜନରୁ ଆସିବା ବ୍ୟବସ୍ଥା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+