ମାଲକାନଗିରିରୁ ଗିରଫ ହେଲେ ତିନି ଜଣ ମହିଳା ମାଓବାଦୀ
ମାଲକାନଗିରି ପୋଲିସକୁ ସଫଳତା । ସ୍ୱାଭିମାନ ଅଞ୍ଚଳରୁ ଗିରଫ ହେଲେ ତିନି ଜଣ ମହିଳା ମାଓବାଦୀ । ଗିରଫ ତିନି ମାଓବାଦୀଙ୍କ ନାମରେ ଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର ।

ଖବର ଅନୁଯାୟୀ, ଲାଲ ବାହିନୀକୁ ଲାଗିଛି ଶକ୍ତ ଝଟ୍କା । ମାଲକାନଗିରି ସ୍ୱାଭିମାନ ଅଞ୍ଚଳରୁ ଗିରଫ ହୋଇଛନ୍ତି ତିନି ମାଓବାଦୀ । ଗିରଫ ତିନି ଜଣ ହେଉଛନ୍ତି ସ୍ୱପ୍ନା, ବବିତା ଓ ସୁନିତା ବୋଲି ଜଣାପଡିଛି । ତେବେ ଗିରଫ ତିନି ମାଓବାଦୀଙ୍କ ନାଁରେ ୮ ଲକ୍ଷ ଟଙ୍କାର ପୁରସ୍କାର ।












Click it and Unblock the Notifications