ଓଡ଼ିଶା ଆସିବେ ଆଉ ୩ ମହାବଳ ବାଘ

Odisha News: ଓଡ଼ିଶାକୁ ଆସିବେ ଆଉ ୩ ମହାବଳ ବାଘ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆଙ୍କ ସୂଚନା ଦେଇ କହିଛନ୍ତି, ରାଜ୍ୟକୁ ଆଉ ତିନୋଟି ମହାବଳ ବାଘ ଅଣାଯିବା ନେଇ ବିଚାର ବିମର୍ଶ ଜାରି ରହିଛି । ଡେବ୍ରିଗଡ଼ ଅଭୟାରଣ୍ୟରେ ଏହି ମହାବଳ ବାଘ ଛଡ଼ାଯିବ ।

Odisha News

ଓଡ଼ିଶାକୁ ୫ ମହାବଳ ବାଘ ଅଣାଯିବାର ଯୋଜନା କରାଯାଇଥିଲା ଯାହା ମଧ୍ୟରୁ ଯମୁନା, ଜିନ୍ନତ ୨ ଟି ଆସି ସାରିଛନ୍ତି । ଆଉ ୩ଟି ମହାବଳ ଅଣାଯିବାର ଯୋଜନା କରାଯାଉଛି । ଯମୁନା, ଜିନ୍ନତ ରାଜ୍ୟର ପାଣିପାଗ ସହ ଖାପ ଖୁଆଇଲା ପରେ ଆଉ ୨ଟି ବାଘ ଅଣାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+