ପାଳଙ୍ଗ ଶାଗ, ଚିକେନ୍ ଖାଇ ଗୋଟାଏ ପରିବାର ୩ ମୃତ

ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ତେବେ ମୃତକଙ୍କ ମଧ୍ୟରେ ମାଆ ଏବଂ ଦୁଇ ପୁଅ ରହିଛନ୍ତି । ଢେଙ୍କାନାଳ ଜିଲ୍ଲାର କଣ୍ଟାବଣିଆ ଥାନା ଇଟାପ ଗାଁରେ ଏହି ଅଘଟଣ ଘଟିଛି ।

Three members

ଖବର ଅନୁସାରେ, ପରିବାରର ସମସ୍ତେ ପାଳଙ୍ଗ ଶାଗ ଏବଂ ଚିକେନ ଖାଇଥିଲେ । ଏହାପରେ ଅସୁସ୍ଥ ହେବା କାରଣରୁ ହସ୍ପିଟାଲ ଯାଇଥିଲେ । ତେବେ ଅନୁଗୋଳ ମେଡିକାଲରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ତେବେ କିପରି ହଠାତ୍ ମୃତ୍ୟୁ ହେଲା ଏବଂ ଶାଗ, ପାଳଙ୍ଗରେ କଣ ମିଶିଥିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+