Get Updates
Get notified of breaking news, exclusive insights, and must-see stories!

କୁଚେଇତା ଓ ଲାମ୍‌ସୀ ନିକଟରେ ୩ ଅପରାଧୀଙ୍କୁ ଏନ୍‌କାଉଣ୍ଟର୍, ଗୁରୁତର ୩ ଦୁର୍ଦ୍ଦାନ୍ତ ଅପରାଧୀ ମେଡ଼ିକାଲରେ ଭର୍ତ୍ତି

ସକାଳୁ ସକାଳୁ ବଡ଼ ଧରଣର ଏନ୍‌କାଉଣ୍ଟର। ଜଣଙ୍କୁ ନୁହେଁ ଏକାବେଳକେ ତିନି ତିନି ଜଣଙ୍କ ଦେହରେ ବାଜିଲା ଗୁଳି। ଏଭଳି ଘଟଣା ଘଟିଛି ରାଉରକେଲା କୁଚେଇତା ଓ ଲାମ୍ସୀ ନିକଟରେ। ସେମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କର କୋଇଡ଼ା ଓ ବିଭିନ୍ନ ଖଣି ଅଞ୍ଚଳରୁ ଡକାୟତି ଘଟଣାରେ ସଂପୃକ୍ତି ରହିଛି। ଡକାୟତି ଗ୍ୟାଙ୍ଗର ଅନ୍ୟ ୫ ଗିରଫ, ୩ଟି ପିସ୍ତଲ ଓ ଗୋଟିଏ ବାଇକ ଜବତ ହୋଇଛି।

criminals
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+