Get Updates
Get notified of breaking news, exclusive insights, and must-see stories!

ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ

ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ୍ୟୁ ହୋଇଛି ।କୋଲାବ ଜଳଭଣ୍ଡାରରେ ବୁଡି ଯାଇ ମୃତ୍ୟୁ ହୋଇଛି । ସମସ୍ତେ ପିଏମଶ୍ରୀ ଜବାହର ନବୋଦୟ ବିଦ୍ୟାଳୟର ଛାତ୍ର । ଦଶମ ପରୀକ୍ଷା ଦେଇ ସାରିଥିଲେ । କାହିଁକି ଜଳଭଣ୍ଡାରକୁ ଯାଇଥିଲେ ଅସ୍ପଷ୍ଟ ରହିଛି । ୩ ଜଣଙ୍କ ମୃତ୍ୟୁ ହୋଇ ନଦୀରେ ପଡିଥିଲା ।

dead in water

ତେବେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ନିକଟସ୍ଥ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ଆଣିଛନ୍ତି । ମୃତକଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+