IOCL ଅଣ୍ଡରଗ୍ରାଉଣ୍ଡ ପାଇପଲାଇନ୍ରୁ ତେଲ ଲିକ୍, ମାଟିରେ ମିଶିଲା ହଜାର ହଜାର ଲିଟର ଅଶୋଧିତ ତୈଳ
ପାରାଦୀପ : ଆଇଓସିଏଲ୍ ଅଣ୍ଡରଗ୍ରାଉଣ୍ଡ ପାଇପଲାଇନରୁ ତେଲ ଲିକ୍ ହୋଇ ମାଟିରେ ମିଶିଛି । ଅଠରବାଙ୍କୀରୁ ନେହେରୁ ବଙ୍ଗଳା ରାସ୍ତାକଡ ପାଇପଲାଇନରୁ ତେଲ ଲିକ୍ ହୋଇ ହଜାର ହଜାର ଲିଟର ଅଶୋଧିତ ତୈଳ ନଷ୍ଟ ହୋଇଯାଇଛି । ହଜାର ହଜାର ଲିଟର ଅଶୋଧିତ ତୈଳ ମାଟିରେ ମିଶିଥିବାର ଦେଖିବାକୁ ମିଳିଛି। ନିକଟରେ ଥିବା ହେନ୍ତାଳବଣ ଏବଂ କାଉଡିଆ ନଦୀ ଜଳ ପ୍ରଭାବିତ ହୋଇଛି।













Click it and Unblock the Notifications