ଚଳିତବର୍ଷ ରାଜ୍ୟରେ ବୃଦ୍ଧି ପାଇଛି ବାଘ ସଂଖ୍ୟା । ପିସିସିଏଫ୍ ପ୍ରେମ କୁମାର ଝାଙ୍କ ସୂଚନା। ଚଳିତ ବର୍ଷ ଶିମିଳିପାଳରେ ବାଘ ସଂଖ୍ୟା ୩୨ ।ଗତ ବର୍ଷ ତୁଳନାରେ ୫ ବାଘ ଅଧିକ: nbsp;ପିସିସିଏଫ୍ nbsp;।