ନଭେମ୍ବର ୨୪ରେ ମିଳିବ 'ସୁଭଦ୍ରା'ଟଙ୍କା

Subhadra Yojana: ନଭେମ୍ବର ୨୪ ତାରିଖରେ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । ସୁନ୍ଦରଗଡ଼ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନା କରାଯିବା ଯେଉଁଠି ଏହି ଟଙ୍କା ପ୍ରଦାନ କରାଯିବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଏଥର ୨୦ରୁ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା ।

Subhadra Yojana Money

ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଭିନ୍ନ କାରଣରୁ ପ୍ରାୟ ୨ ଲକ୍ଷ ୬୭ ହଜାର ମହିଳାଙ୍କ ଆବେଦନ ଖାରଜ କରାଯାଇଛି । ବର୍ତ୍ତମାନ ବ୍ଲକ ସ୍ତରରେ ଖାରଜ ତାଲିକା ପ୍ରସ୍ତୁତ କରାଯାଉଛି ।

ତେବେ ଯେଉଁମାନଙ୍କ ଆଧାର କାର୍ଡରେ ତ୍ରୁଟି ସଂଶୋଧନ କରିନେଇଛନ୍ତି ସେମାନଙ୍କୁ ଏହି ପର୍ଯାୟରେ ଟଙ୍କା ମିଳିବ ନଚେତ୍ ପରବର୍ତ୍ତୀ ପର୍ଯାୟରେ ସମସ୍ତଙ୍କୁ ଟଙ୍କା ମିଳିବାର ଟାର୍ଗେଟ୍ ରଖାଯାଇଛି । ସେହିପରି ଜଣେ ବି ହିତାଧିକାରୀ ଏହି ଯେପରି ଏହି ଯୋଜନାରୁ ବଞ୍ଚିତ ନ ହେବେ ସେ ପ୍ରତି ପୁରା ଧ୍ୟାନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+