ବାହାନା କରି ଗୃହ ବନ୍ଦ କରୁଛନ୍ତି, ଏମାନେ ବିକାଶର ବିରୋଧୀ, ବିଜେପି ବିଧାୟକ
ଲଗାତାର ବିଧାନସଭା ପ୍ରଶ୍ନକାଳ ଚାଲିନପାରିବା ପ୍ରସଙ୍ଗ । ବିଜେପି ବିଧାୟକ ସନାତନ ବିଜୁଳିଙ୍କ ପ୍ରତିକ୍ରିୟା । ୪ ଦିନ ହେଲା ବିଧାନସଭାକୁ ବନ୍ଦ କରିଛନ୍ତି ବିରୋଧୀ । ବାହାନା କରି ଗୃହ ବନ୍ଦ କରୁଛନ୍ତି, ଏମାନେ ବିକାଶର ବିରୋଧୀ । ସରକାରଙ୍କ ନିଷ୍ପତ୍ତିରେ ସମସ୍ତେ ଖୁସି ହେଲେ ବିରୋଧୀ ଦୁଃଖୀ ହୋଇଯାନ୍ତି । 'କଂଗ୍ରେସ ଓ ବିଜେଡି ହାତ ମିଳାଇଛନ୍ତି । ସରକାର ଆଲୋଚନା ପାଇଁ ପ୍ରସ୍ତୁତ ।













Click it and Unblock the Notifications