କରୋନା ଆକ୍ରାନ୍ତଙ୍କ ଘରେ ଆଉ ଲାଗିବନି ପୋଷ୍ଟର

କରୋନା ଆକ୍ରାନ୍ତଙ୍କ ଘରେ ଆଉ ଲାଗିବନି ପୋଷ୍ଟର

କୋଭିଡ୍ ପୋଷ୍ଟର

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ରାଜ୍ୟ ସରକାର ନେଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । କରୋନା ଆକ୍ରାନ୍ତଙ୍କ ଘର ଆଗରେ ଆଉ ଲାଗିବନି ପୋଷ୍ଟର । ସଂଗରୋଧରେ ଥିବା ବ୍ୟକ୍ତିଙ୍କ ଘରେ ମୁନିସିପାଲଟି ପକ୍ଷରୁ କୌଣସି ପୋଷ୍ଟର ଲଗାଯିବ ନାହିଁ । ଏସମ୍ପର୍କରେ ଆଜି ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ପୌର କମିଶନରଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ସଚିବ । ଏଠାରେ ସୂଚନାଥାଉକି, ପୂର୍ବରୁ କରୋନା ଆକ୍ରାନ୍ତଙ୍କ ଘର ଆଗରେ ମୁନିସିପାଲଟି ପକ୍ଷରୁ ପୋଷ୍ଟର ଲଗାଯାଉଥିଲା । ଉକ୍ତ ଘରର ଲୋକମାନେ ସଙ୍ଗରୋଧରେ ରହିଥିବା ନେଇ ପୋଷ୍ଟରରେ ଉଲ୍ଲେଖ ରହୁଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+