ବାଲେଶ୍ବରରେ ହେବନି ମହରମ ଶୋଭାଯାତ୍ରା, ସୂଚନା ଦେଲେ ଏସପି

ଚଳିତ ବର୍ଷ ବାଲେଶ୍ବରରେ ହେବନି ମହରମ ଶୋଭାଯାତ୍ରା । କୌଣସି ସାହି କିମ୍ବା ବସ୍ତିରୁ ବାହାରିବନି ଜୁଲୁସ। ଶାନ୍ତି ଶୃଙ୍ଖଳାରେ ମହରମ ସାରିବାକୁ ପୋଲିସ ସହରବାସୀଙ୍କୁ ନିବେଦନ କରିଛି । ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ବାଲେଶ୍ବର ଏସପି ସାଗରିକା ନାଥ ।

maharam

ସୂଚନାଯୋଗ୍ୟ, ବାଲେଶ୍ବର ସହରରେ ସାମ୍ପ୍ରଦାୟୀକ ଗୋଷ୍ଠୀ ସଙ୍ଘର୍ଷ ଉଗ୍ରରୂପ ନେବା ପରେ ପ୍ରଶାସନିକ ସ୍ତରରେ ବିଭିନ୍ନ କଟକଣା ଲାଗୁ କରାଯାଇଥିଲା ।
ତମାମ ବାଲେଶ୍ବର ସହର ଅର୍ଥାତ ଶିଳ୍ପାଞ୍ଚଳ, ସହଦେବଖୁଣ୍ଟା,ଟାଉନଥାନା ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିଲା । ପରବର୍ତ୍ତୀ ସମୟରେ କର୍ଫ୍ୟୁ କୋହଳ ଏବଂ ପରେ ସମ୍ପୂର୍ଣ୍ଣ ହଟାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+