ପଶ୍ଚିମ ଓଡ଼ିଶାରେ ହେବ ଚିଡିଆଖାନା, ସୂଚନା ଦେଲେ ପର୍ଯ୍ୟଟନ ମନ୍ତ୍ରୀ

Odisha News: ପଶ୍ଚିମ ଓଡ଼ିଶାରେ ହେବ ଚିଡିଆଖାନା, ଯେଉଁଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏନେଇ ବିଶ୍ୱ ପର୍ଯ୍ୟଟନ ଦିବସରେ ସୂଚନା ଦେଲେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା । ଓଡ଼ିଶାର ପର୍ଯ୍ୟଟନ ବିକାଶ ପାଇଁ ରହିଛି ଯୋଜନା । ସେହିପରି ରାଜ୍ୟରେ ଆଡେଭେଞ୍ଚର ସ୍ପୋର୍ଟସ୍ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇ ପାରେ । ସେହିପରି ଓଡ଼ିଶାରେ ଆଡେଭେଞ୍ଚର ସ୍ପୋର୍ଟସ୍ ଆରମ୍ଭ କରିବା ପୂର୍ବରୁ ଏହାର ପଲିସି ବିଷୟରେ ଦାଣିବା ପାଇଁ ଆସନ୍ତା ସପ୍ତାହ ମେଘାଶୟ ଗସ୍ତରେ ଯିବେ ମନ୍ତ୍ରୀ ।

Tourism Minister

ସୂଚନା ରହିଛି ଯେ, ଓଡ଼ିଶା ଫେରିବା ପରେ ସେ ଏହି ଦିଗରେ କାର୍ଯ୍ୟ ଆରମ୍ଭ କରିପାରନ୍ତି । ପର୍ଯ୍ୟଟକମାନଙ୍କୁ ଆକର୍ଷଣ କରିବାକୁ ଇକୋ ଟୁରିଜମର ବ୍ୟବସ୍ଥା ମଧ୍ୟ କରାଯିବ ଏନେଇ ସୂଚନା ଦେଇଥନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+