ଗୃହରେ ପ୍ରବଳ ହୋହଲ୍ଲା , ୧୧ଟା ୩୦ଯାଏଁ ମୁଲତବୀ

ବିଧାନସଭା ବଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନ । ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଧାନମଣ୍ଡି ସମସ୍ୟା ପ୍ରସଙ୍ଗକୁ ନେଇ ବିଜେଡି ଓ କଂଗ୍ରେସ ବିଧାୟକମାନେ ପ୍ରତିବାଦ କରିଥିଲେ । ଗୃହର ମଧ୍ୟଭାଗରେ ନାରାବାଜୀ ସହ ଧାନ ରଖି ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିଥିଲେ । ମୁଣ୍ଡରେ ଧାନ ମୁଣ୍ଡାଇ ଗୃହକୁ ଆସିଥିଲେ ରଞ୍ଜନ ବିଶ୍ୱାଳ । ରିପୋଟର୍ଟର ଟେବୁଲରେ ଧାନ ଥୋଇ ଅଭିନବ ଭାବେ ପ୍ରତିବାଦ ଜଣାଇଥିଲେ । ଗୃହରେ ପ୍ରବଳ ହୋହଲ୍ଲା ଯୋଗୁଁ ପ୍ରଶ୍ନକାଳ ମାତ୍ର ୩ମିନିଟ ଚାଲିଥିଲା । ଏହା ପରେ ବାଚସ୍ପତି ସୁରମା ପାଢୀ ଗୃହକୁ ଦିନ ୧୧ଟା ୩୦ଯାଏଁ ମୁଲତବୀ ରଖିଛନ୍ତି ।

house
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+