ରାଜ୍ୟରେ ନାହିଁ ବନ୍ୟା ସ୍ଥିତି, ସ୍ପଷ୍ଟ କଲେ ମୁଖ୍ୟ ଯନ୍ତ୍ରୀ

ରାଜ୍ୟରେ ନାହିଁ ବନ୍ୟା ସ୍ଥିତି। ମହାନଦୀ ଉପର ମୁଣ୍ଡରେ କମୁଛି ଜଳସ୍ତର । ହୀରାକୁଦର ୨ଟି ଗେଟ୍ ବନ୍ଦ କରାଯାଇଛି । ଆଗକୁ ସ୍ଥିତି ଦେଖ୍ ଦେଖ୍ ଗେଟ୍ ଅଧୂକ କ ଗେଟ୍ ବନ୍ଦ କରାଯିବ ।

Chief Engineer

ରାଜ୍ୟରେ ଏବେ ବ ବନ୍ୟା ସ୍ଥିତି ନଥୁବା ସ୍ପଷ୍ଟ କରିଛନ୍ତି ଜଳ ସଂପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି । ସେ କହିଛନ୍ତି ବର୍ତ୍ତମାନ ୧ଲକ୍ଷ ୭୦ ହଜାର କ୍ୟସେକ ଜଳ ଇନ୍-ଫ୍ଲୋ ଥୂବାବେଳେ ୩ ଲକ୍ଷ ୩୦ ହଜାର କ୍ୟୁସେକ୍ ଜଳ ଆଉଟ୍ ଫ୍ଲୋ ରହିଛି ।

ପିକ୍ ସମୟରେ ମୁଣ୍ଡଳିରେ ୪ ଲକ୍ଷ ୮୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଲା ପରେ ଏବେ ୪ ଲକ୍ଷ ୩୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଆଜି ଲୋୟର ଇନ୍ଦ୍ରାବତୀ ଡ୍ୟାମ୍‌ର ୨ଟି ଗେଟ୍ ଖୋଲାଯିବ ।

ମଙ୍ଗଳବାର ମୁଖ୍ୟଶାସନ ସଚିବଙ୍କ ସହ ବନ୍ୟା ସ୍ଥିତି ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା । ବନ୍ୟା ପାଇଁ ସତର୍କ ରହିବାକ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥ‌ିବା କହିଛନ୍ତି ମୁଖ୍ୟ ଯନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+