Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ ବିଭିନ୍ନ ବିଭାଗରେ ଖାଲି ପଡିଛି ୯୪ହଜାର ୪୮୫ପଦବୀ

ରାଜ୍ୟରେ ବିଭିନ୍ନ ବିଭାଗରେ ଖାଲି ପଡିଛି ୯୪ହଜାର ୪୮୫ପଦବୀ । ୧୨ଫେବ୍ରୁଆରୀ ୨୦୨୬ ସୁଦ୍ଧା ଖାଲି ପଡିଛି ୯୪ହଜାର ୪୮୫ପଦବୀ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ ୨୦ହଜାର ୨୮୯ ପଦବୀ ଖାଲି ପଡିଥିବା ସୂଚନା ମିଳିଛି । ଗୃହ ବିଭାଗରେ ୧୬ହଜାର ୩୨, ସ୍ୱାସ୍ଥ୍ୟରେ ୧୦ହଜାର ୪୫୭ ପଦବୀ ଖାଲି ପଡିଛି ।

mohan majhi

୧୨/୦୪/୨୦୨୪ତାରିଖରୁ ୧୨/୦୨/୨୦୨୬ ମଧ୍ୟରେ ୩୯ହଜାର ୫୦୫ ନିଯୁକ୍ତି ସରିଛି । ଆଜି ବିଧାନସଭାରେ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ମୁ୍‌ଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+