Get Updates
Get notified of breaking news, exclusive insights, and must-see stories!

ରାଜ୍ୟର ୮୬ ଜେଲ୍‌ରେ ଅଛନ୍ତି ୧୮ ହଜାର ୧୭୬ ଜଣ କଏଦୀ, ୧୭ଜଣ ଫେରାର୍

ରାଜ୍ୟର ୮୬ ଜେଲ୍‌ରେ ଅଛନ୍ତି ୧୮ ହଜାର ୧୭୬ ଜଣ କଏଦୀ । ସେଥିରୁ ୧୪ ହଜାର ୪୦ ବିଚାରାଧୀନ, ୪୧୩୬ ଜଣ ଦଣ୍ଡ ପାଇ ଅଛନ୍ତି। ଗତ ୫ ବର୍ଷ ଭିତରେ ବିଭିନ୍ନ ଜେଲ୍‌ରୁ ୪୪ କଏଦୀ ଫେରାର୍ ହୋଇଥିଲେ । ୨୭ ଜଣଙ୍କୁ ଗିରଫ କରାଯାଇଛି । ଏବେବି ୧୭ଜଣ ଫେରାର୍। ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲିଖିତ ଉତ୍ତର ।

Mohan Majhi
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+