Get Updates
Get notified of breaking news, exclusive insights, and must-see stories!

ଜମୁଛି ବିଶ୍ବପ୍ରସିଦ୍ଧ ଯୋରନ୍ଦା ମାଘମେଳା, ଲାଗିଛି ସାଧୁସନ୍ଥଙ୍କ ଭିଡ଼

ଜମୁଛି ବିଶ୍ବପ୍ରସିଦ୍ଧ ଯୋରନ୍ଦା ମାଘମେଳା । ଚଳଚଞ୍ଚଳ ଢେଙ୍କାନାଳ ଜିଲ୍ଲା ଯୋରନ୍ଦାର ମହିମା ଗାଦି । ଲାଗିଛି ହଜାର ହଜାର ସାଧୁସନ୍ଥ, ମହାମା ଧର୍ମାବଲମ୍ବୀ ଓ ଶ୍ରଦ୍ଧାଳୁଙ୍କ ଭିଡ଼ । ଦ୍ୱିତୀୟ ଦିନରେ ବିଶ୍ଵର ମଙ୍ଗଳ ପାଇଁ ଝାଡ଼ ଦ୍ୱୀପ ପ୍ରଜ୍ବଳନ ହୋଇଛି । ଏହା ସହିତ ଅଖଣ୍ଡ ଧୋନି ଲାଗିଛି । ମାଘ ମେଳା ଦେଖିବା ପାଇଁ ଓଡିଶାର ବିଭିନ୍ନ ସ୍ଥାନରୁ ମହିମା ଧର୍ମାବଲମ୍ବୀଙ୍କ ସହ ଦେଶ , ବିଦେଶରୁ ପର୍ଯ୍ୟଟକ ମାନେ ଆସିଥାନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Joranda Maghamela
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+