ନଦୀ ବନ୍ଧ ଭାଙ୍ଗି ଗାଁରେ ପଶିଲା ପାଣି

ଭାଙ୍ଗିଲା ନଦୀବନ୍ଧ । ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଭୀମିଦା ପଞ୍ଚାୟତ ଚେଙ୍ଗୁଆ-ମଙ୍ଗଳପୁର ଗାଁରେ ନିକଟରେ ଭାଙ୍ଗିଛି ନଦୀବନ୍ଧ । ଯାହାଫଳରେ ତଳିଆ ଅଞ୍ଚଳ ପୁରା ଜଳମଗ୍ନ ହୋଇଯାଇଛି ।

water

ଖବର ଅନୁଯାୟୀ, ସୋମବାର ରାତିରେ ଗଙ୍ଗାହାର ନଦୀର ଆଡିବନ୍ଧ ଭାଙ୍ଗିଛି । ଏହି ନଦୀରେ ବନ୍ୟା ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିଲା । ନଦୀ ବନ୍ଧ ଭାଙ୍ଗିବାରୁ ତଳିଆ ଅଞ୍ଚଳରେ ଜଳମଗ୍ନ ହୋଇଛି । ଏପିରିକି ବ୍ୟାପକ ଚାଷଜମି ବାଲି ଚର ହୋଇଯାଇଛି । ସେପଟେ ବୈଶିଙ୍ଗା-ଉଦଳା ରାସ୍ତାର ମାଣତ୍ରୀ ନିକଟରେ ବନ୍ୟାଜଳ ୩ ଫୁଟ ଉପରେ ପ୍ରବାହିତ ହେଉଛି । ପ୍ରଶାସନ ପକ୍ଷରୁ ଗୋପବନ୍ଧୁନଗର ବ୍ଲକ ପଟୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଉଛି । ମଙ୍ଗଳବାର ସକାଳ ୭ଟା ପରଠାରୁ ବର୍ଷା ଧମିଥିବାରୁ ବନ୍ୟାଜଳ ଅପରାହ୍ନ ବେଳକୁ କମିବ ବୋଲି ମୟୂରଭଞ୍ଜ ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+