ଭରତପୁର ଥାନା ମାମଲାରେ ସରିଲା ଶୁଣାଣି, ଆସନ୍ତା ୨୨ରେ ହେବ ସାକ୍ଷ୍ୟ ପ୍ରମାଣ ଗ୍ରହଣ

ଭୁବନେଶ୍ବର ଭରତପୁର ଥାନା ମାମଲାରେ ସରିଲା ଆଜିର ଶୁଣାଣି । ଆସନ୍ତା ୨୨ ତାରିଖରୁ ହେବ ସାକ୍ଷ୍ୟ ପ୍ରମାଣ ଗ୍ରହଣ । ସାକ୍ଷୀ ମାନଙ୍କର ବୟାନ ରେକର୍ଡ ହେବ । କମିସନରଙ୍କ ସାମ୍ନାରେ ସାକ୍ଷୀଙ୍କ ବୟାନ ରେକର୍ଡ କରାଯିବ । ସମସ୍ତ ସାକ୍ଷୀଙ୍କ ବୟାନ ରେକର୍ଡ ପରେ ପରବର୍ତ୍ତୀ ଶୁଣାଣି ହେବ ।

Bharatpur police station

ତେବେ ଆଜିର ଶୁଣାଣିରେ ଉଭୟ ପୋଲିସ ଏବଂ ପୀଡ଼ିତଙ୍କ ପକ୍ଷରୁ ଓକିଲ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+