ପରିବହନ ବିଭାଗ ତା କାମ କରୁ, ପୋଲିସ ଆଇନଶୃଙ୍ଖଳା ଦେଖୁ’, କାହିଁକି ଏମିତି କହିଲେ ବସ୍‌ ଓ ଟ୍ରକ୍‌ ମାଲିକ ସଂଘ

ଗାଡ଼ି ଯାଞ୍ଚ ନେଇ ପୋଲିସକୁ ଅଧିକ କ୍ଷମତା ଦେବା ପ୍ରସ୍ତାବ ପ୍ରସଙ୍ଗ । ପରିବହନ ବିଭାଗର ଏପରି ପ୍ରସ୍ତାବକୁ ବସ୍‌ ଓ ଟ୍ରକ୍‌ ମାଲିକଙ୍କ ବିରୋଧ କରିଛନ୍ତି । ଘରୋଇ ବସ୍‌ ମାଲିକ ସଂଘ ଓ ଟ୍ରକ୍‌ ମାଲିକ ଫେଡେରେସନର ବିରୋଧ ।ଏହାଦ୍ବାରା ଗାଡ଼ି ଚାଳକ ଅସୁବିଧାରେ ପଡ଼ିବେ, ପୋଲିସ ଜୁଲମ ବଢ଼ିବ'। ପୋଲିସ କ୍ଷମତାର ଅପବ୍ୟବହାର କରିବ ବୋଲି ମିଳିତ ଅଭିଯୋଗ।

transport department i

ଏବେ ପୋଲିସ ବେଆଇନ ଚାଲାଣ କାଟିବାର ନଜିର ରହିଛି' । ପରିବହନ ବିଭାଗ ତା କାମ କରୁ, ପୋଲିସ ଆଇନଶୃଙ୍ଖଳା ଦେଖୁ' । ଗାଡ଼ି ଯାଞ୍ଚ କରିବା ପୋଲିସର କାମ ନୁହେଁ' । ଯଦି ସରକାର ଏପରି କିଛି ନିଷ୍ପତ୍ତି ନିଅନ୍ତି ତାହେଲେ ଆନ୍ଦୋଳନ କରିବୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+