ଆମ ବସ୍’ରେ ନିଜେ ଯାଇ ସ୍ଥିତି ପରଖିଲେ ପରିବହନ କମିଶନର
ଆମ ବସ୍'ରେ ନିଜେ ଯାଇ ସ୍ଥିତି ପରଖିଲେ ପରିବହନ କମିଶନର । ଯାତ୍ରୀମାନଙ୍କ ସହ ନିଜେ ଯାତ୍ରା କରି ପ୍ରତ୍ୟକ୍ଷ ଭାବେ ଆଲୋଚନା କଲେ । ଧାର୍ଯ୍ୟ ସମୟରେ ପହଞ୍ଚିବାରେ ବିଳମ୍ବ ହେଲେ ବି ଚାଳକଙ୍କୁ ବେଗ ବୃଦ୍ଧି ମନା। ବରିଷ୍ଠ ନାଗରିକ ସାମ୍ନା କରୁଥିବା ସମସ୍ୟା ନେଇ ଅବଗତ ହେଲେ । ଆଗକୁ ଆହୁରି ସୁଧାର ପାଇଁ ପଦକ୍ଷେପ ନିଆଯିବ କହିଲେ କମିଶନର ।













Click it and Unblock the Notifications